ଭୁବନେଶ୍ୱର : ୧୯୮୩ ବ୍ୟାଚ୍ର ଇଣ୍ଡିଆନ୍ ଇନ୍ଫର୍ମେସନ୍ ସର୍ଭିସ୍ ଅଧିକାରୀ ସିତାଂଶୁ ରଞ୍ଜନ କର ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ମେ’୧ ତାରିଖରୁ ସେ ପିଆଇବି ଡିଜି ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ ପ୍ରବକ୍ତା ଭାବେ ସେ କାର୍ଯ୍ୟ କରି ଆସୁଛନ୍ତି। ଉମାକାନ୍ତ ମିଶ୍ରଙ୍କ ପରେ ଶ୍ରୀ କର ଦ୍ୱିତୀୟ ଓଡ଼ିଆ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇଛନ୍ତି।
ସିତାଂଶୁ କର ହେଲେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ
Advertisment
Follow Us