୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

Advertisment
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

କୋରାପୁଟ: ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ମହିଳା ଆରଆଇ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା କୋରାପୁଟରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ମହିଳାଜଣକ ହେଲେ ସେମିଳିଗୁଡା ତହସିଲ ଅଧୀନରେ ଥିବା ଡୁଡାରି ରେଭିନ୍ୟୁ ଇନ୍ସପେକ୍ଟର କ୍ଷୀରାବ୍ଦିତନୟା ସ୍ୱାଇଁ।

publive-image

ମିଳିଥିବା ସୂଚନା ଅନୁଯାୟୀ, ପୁନଃ ଥଇଥାନ ସହାୟତା ଯୋଜନାରେ ରିପୋର୍ଟ ଦାଖଲ ପାଇଁ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ରେଭିନ୍ୟୁ ଇନ୍ସପେକ୍ଟର କ୍ଷୀରାବ୍ଦିତନୟା ସ୍ୱାଇଁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe