୮ଫୁଟିଆ ଅଜଗରକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

Advertisment

ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରାଇକଲାପଞ୍ଚାୟତର ସାକାଡି ଗ୍ରାମରେ ଜଣଙ୍କ ଘରେ ଅଜଗର ପଶିଯାଇଥିଲା। ପରିବାର ସଦସ୍ୟ ଭୟଭୀତ ହୋଇ କିଛି ଉପାୟ ନ ପାଇ ଘୁ.ଉଦୟଗିରି ସହରରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଫୋନ କରି ସହାୟତା ଲୋଡ଼ିଥିଲେ...

ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରାଇକଲାପଞ୍ଚାୟତର ସାକାଡି ଗ୍ରାମରେ ଜଣଙ୍କ ଘରେ ଅଜଗର ପଶିଯାଇଥିଲା। ପରିବାର ସଦସ୍ୟ ଭୟଭୀତ ହୋଇ କିଛି ଉପାୟ ନ ପାଇ ଘୁ.ଉଦୟଗିରି ସହରରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଫୋନ କରି ସହାୟତା ଲୋଡ଼ିଥିଲେ...

Snake Helpline member rescues 8-foot python and releases it into the forest

Snake Helpline member rescues 8-foot python and releases it into the forest Photograph: (sambad.in)

ଘୁ.ଉଦୟଗିରି: ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରାଇକଲାପଞ୍ଚାୟତର ସାକାଡି ଗ୍ରାମରେ ଜଣଙ୍କ ଘରେ ଅଜଗର ପଶିଯାଇଥିଲା। ପରିବାର ସଦସ୍ୟ ଭୟଭୀତ ହୋଇ କିଛି ଉପାୟ ନ ପାଇ ଘୁ.ଉଦୟଗିରି ସହରରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଫୋନ କରି ସହାୟତା ଲୋଡ଼ିଥିଲେ।

ସ୍ନେକ ହେଲ୍ପ ଲାଇନର ସଦସ୍ୟ ରାଜୀବ ଏବଂ ଚିଣ୍ଟୁ ଗ୍ରାମରେ ପହଞ୍ଚି ସୁରକ୍ଷିତ ଭାବେ ୮ଫୁଟର ଅଜଗର ସାପକୁ ଉଦ୍ଧାର କରି କଳିଙ୍ଗା ଜଙ୍ଗଲ ରେ ଛାଡିଥିଲେ।

 Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe