ସମ୍ବଲପୁର : ବୁଧବାର ରାତିରେ ସମ୍ବଲପୁର ଏସ୍ପିଙ୍କ କଚେରି ଛକ ନିକଟସ୍ଥ ବାସଭବନ ପରିସରରେ ଏକ ବିଶାଳ ନାଗସାପ ଦେଖିବାକୁ ମିଳିଥିଲା। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟମାନେ ସାପଟିକୁ ଉଦ୍ଧାର କରିଥିଲେ।
ସମ୍ବଲପୁର : ଏସ୍ପିଙ୍କ ବାସଭବନରୁ ନାଗସାପ ଉଦ୍ଧାର
Advertisment
Follow Us