୧୮ ହଜାରରେ ପୁଅ ବିକ୍ରି!

Advertisment
୧୮ ହଜାରରେ ପୁଅ ବିକ୍ରି!

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୀମାରାଣୀ ଦାସ ନିଜ ସ୍ବାମୀ ରାଜେନ୍ଦ୍ରଙ୍କ ବିରୋଧରେ ଶିଶୁପୁତ୍ର ବିକ୍ରି ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ବାମୀ ୧୮ ହଜାର ଟଙ୍କାରେ ଦୁଇବର୍ଷର ଶିଶୁପୁତ୍ରକୁ ସ୍ଥାନୀୟ ଅ‌ଞ୍ଚଳର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ସୋର ଅଞ୍ଚଳରୁ ଶିଶୁପୁତ୍ରଟିକୁ ଉଦ୍ଧାର କରାଯାଇଛି। ରାଜେନ୍ଦ୍ରଙ୍କୁ ଅଟକ ରଖାଯାଇଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe