ପୁଣି ଫେରିଲା ତାତି; ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ; ୪୨.୧ ଡିଗ୍ରି ସହ ସୋନପୁର ସବୁଠାରୁ ଉତ୍ତପ୍ତ ସହର

ପୁଣି ଫେରିଲା ତାତି; ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ; ୪୨.୧ ଡିଗ୍ରି ସହ ସୋନପୁର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ଗତ ପ୍ରାୟ ଏକ ସପ୍ତାହ ଧରି ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହବା ପରେ ଆଜି ପୁଣି ଲେଉଟିଛି ତାତି। ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆଜି ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୨.୧ ଡିଗ୍ରି ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୭ ଡିଗ୍ରି ରହିଥିବା ବେଳେ ଓ କଟକ ସହରର ତାପମାତ୍ରା ୩୭.୪ ଡିଗ୍ରି ସେଲସିୟସ ରହିଥିଲା। ଏଥିସହ

publive-image

ବାଲେଶ୍ୱର ୩୭.୦
ଚାନ୍ଦବାଲି ୩୭.୫
ପାରାଦୀପ ୩୨.୧
ଗୋପାଳପୁର ୩୨.୪
ପୁରୀ ୩୩.୪
ଅନୁଗୁଳ ୪୧.୯
ବାରିପଦା ୪୦.୦
ଝାରସୁଗୁଡ଼ା ୪୦.୪
କେନ୍ଦୁଝର ୩୭.୮
ସମ୍ବଲପୁର ୪୧.୦
ସୁନ୍ଦରଗଡ଼ ୪୧.୦
ହୀରାକୁଦ ୩୯.୭
ଭବାନୀପାଟଣା ୪୦.୬
କୋରାପୁଟ ୩୫.୬
ଫୁଲବାଣୀ ୪୦.୦
ଟିଟଲାଗଡ଼ ୪୧.୦
ମାଲକାନଗିରି ୪୦.୫
ଦାରିଙ୍ଗିବାଡ଼ି ୩୫.୦
ନୟାଗଡ଼ ୪୦.୦
ବୌଦ୍ଧ ୪୨.୦
ଛତ୍ରପୁର ୩୪.୫
ପାରଳାଖେମୁଣ୍ଡି ୩୪.୫
ରାୟଗଡ଼ା ୩୪.୨ ଡିଗ୍ରି ସେଲସିୟସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe