ସଙ୍ଗରୋଧରେ ସୌମ୍ୟରଂଜନ

Advertisment
ସଙ୍ଗରୋଧରେ ସୌମ୍ୟରଂଜନ

ଭୁବନେଶ୍ବର : ଇତିମଧ୍ୟରେ ପରିବାରର ଏକାଧିକ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବାରୁ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଭିଆଇପି କଲୋନିସ୍ଥିତ ନିଜ ବାସଭବନରେ ସଙ୍ଗରୋଧରେ ଅଛନ୍ତି। ତେଣୁ ଆସନ୍ତା ଏକ ସପ୍ତାହ ପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe