ଖଣ୍ଡପଡ଼ାରେ ଆଗରେ ବିଜେଡ଼ି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ

Advertisment
ଖଣ୍ଡପଡ଼ାରେ ଆଗରେ ବିଜେଡ଼ି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ

hi-in.facebook.com

ଭୁବନେଶ୍ୱର : କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଖଣ୍ଡପଡ଼ା ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି । ପୂର୍ବାହ୍ନ ସାଢ଼େ ଦଶଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିଛନ୍ତି । ଏଠାରେ ସୌମ୍ୟରଞ୍ଜନ ପଟ୍ଟନାୟକ ୩୯୮୦ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ ୩୬୩ଟି, କଂଗ୍ରେସ ପ୍ରାର୍ଥୀ ବସନ୍ତ ମହାରଣା ୨୬ଖଣ୍ଡ ଓ ସ୍ୱାଧୀନ ପ୍ରାର୍ଥୀ ୩୦୩ଖଣ୍ଡ ଭୋଟ ପାଇଥିବା ଜଣା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe