ଧନୁଯାତ୍ରା ପାଇଁ ସ୍ବତନ୍ତ୍ର ସମ୍ବଲପୁରୀ ଉତ୍ତରୀୟ

Advertisment
ଧନୁଯାତ୍ରା ପାଇଁ ସ୍ବତନ୍ତ୍ର ସମ୍ବଲପୁରୀ ଉତ୍ତରୀୟ

ବରଗଡ଼: ବରଗଡ଼ ଧନୁଯାତ୍ରା ଏଥର ହୀରକ ଜୟନ୍ତି ପାଳନ କରୁଛି। ଏଥିପାଇଁ ସମ୍ବଲପୁରୀ ବସ୍ତ୍ରାଳୟ ତରଫରୁ ସ୍ୱତନ୍ତ୍ର ଭାବରେ ତିଆରି ହୋଇଛି ସମ୍ବଲପୁରୀ ଉତ୍ତରୀୟ। ଏହାକୁ ବରଗଡ଼ ସଦର ବ୍ଳକ୍‌ ପୁଢ଼ିଆଟିକ୍ରାର ବାନ୍ଧଶିଳ୍ପୀ ଜୀବର୍ଦ୍ଧନ ମେହେର ତିଆରି କରିଛନ୍ତି।

ମହାରାଜା କଂସଙ୍କ ରାଜ ଅତିଥିମାନଙ୍କୁ ଏଭଳି ୬୦ଟି ଉତ୍ତରୀୟରେ ସମ୍ବର୍ଦ୍ଧତ କରାଯିବ ବୋଲି ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe