ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

Advertisment
ବାତ୍ୟା ପାଇଁ ୨୬ ଟ୍ରେନ୍‌ ବାତିଲ୍‌

RailPost.in

ଭୁବନେଶ୍ବର : ପୁରୀ ଓ କାମାକ୍ଷା ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାମାକ୍ଷା-ପୁରୀ-କାମାକ୍ଷା ସ୍ପେସାଲ୍ ଟ୍ରେନ(୦୫୬୪୦/୦୫୬୩୯) ଜୁନ୍‌ ୨୦ରୁ କାମାକ୍ଷାରୁ ପ୍ରତ୍ୟେକ ରବିବାର ସନ୍ଧ୍ୟା ୮ଟା ୧୦ରେ ଛାଡ଼ିବାକୁ ଥିବାବେଳେ ପୁରୀରୁ ଜୁନ୍‌ ୨୨ରୁ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ଣ ୨ଟା ୫୫ରେ ଛାଡ଼ି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ। ପୂର୍ବତଟ ରେଳପଥ ପରିସୀମାରେ ସାକ୍ଷୀଗୋପଳ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଭଦ୍ରକ ଷ୍ଟେସନରେ ଏହା ରହଣି କରିବ। ଏହା ବ୍ୟତୀତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ଯଥା ବାଲେଶ୍ବର, ହିଜିଲି, ମେଦିନୀପୁର, ଆସନସୋଲ, ଦୁର୍ଗାପୁର, ରାମପୁର ହାଟ, ନ୍ୟୁ ଜଲପାଇଗୁଡ଼ି ଓ ରଙ୍ଗିଆ ଷ୍ଟେସନରେ ମଧ୍ୟ ଏହି ଟ୍ରେନ ଅଟକିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe