ବିଦ୍ୟୁତ ସେବା ଯୋଗାଇ ଦେବାକୁ କର୍ମଚାରୀଙ୍କ ନିରନ୍ତର ପ୍ରୟାସ, ନିଜ ସୁରକ୍ଷା ପାଇଁ କ’ଣ କରିବେ, କ’ଣ ନକରିବେ ପରାମର୍ଶ ଜାରି କଲେ ଏସଆରସି

Advertisment
ବିଦ୍ୟୁତ ସେବା ଯୋଗାଇ ଦେବାକୁ କର୍ମଚାରୀଙ୍କ ନିରନ୍ତର ପ୍ରୟାସ, ନିଜ ସୁରକ୍ଷା ପାଇଁ କ’ଣ କରିବେ, କ’ଣ ନକରିବେ ପରାମର୍ଶ ଜାରି କଲେ ଏସଆରସି

Scroll.in

ଭୁବନେଶ୍ୱର : ‘ଫନି’ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଠପ୍‌ ପଡ଼ିଥିବା ବିଦ୍ୟୁତ ସେବାକୁ କାର୍ଯ୍ୟକ୍ଷମ କରିବାକୁ ଦିନ ରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି ବିଦ୍ୟୁତ କର୍ମଚାରୀ । ଆଉ ଏହି କାର୍ଯ୍ୟରେ ଏଯାବତ ଅନେକ ବିଦ୍ୟୁତ କର୍ମଚାରୀ ନିଜର ପ୍ରାଣ ମଧ୍ୟ ହରାଇଲେଣି । ତେଣୁ ଏଭଳିି ପରିସ୍ଥିତିରେ କିଭଳି ସୁରକ୍ଷିତ ରହି ବିଦ୍ୟୁତ କର୍ମଚାରୀମାନେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା କାର୍ଯ୍ୟକୁ ସତର୍କତା ସହିତ ତୁଲାଇବେ ସେନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ପରାମର୍ଶ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe