୧ହଜାର ଷ୍ଟିଲ୍‌ ପାତ୍ରରେ ଶ୍ରୀଗଣେଶଙ୍କ ବାଲୁକାକଳା

୧ହଜାର ଷ୍ଟିଲ୍‌ ପାତ୍ରରେ ଶ୍ରୀଗଣେଶଙ୍କ ବାଲୁକାକଳା

ପୁରୀ: ଦିନକ ପରେ ଶ୍ରୀଗଣେଶ ପୂଜା। ଏହି ଉପଲକ୍ଷେ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ଶ୍ରୀଗଣେଶଙ୍କ ଚିତାକର୍ଷକ ନିଆରା ବାଲୁକାକଳା ତିଆରି କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ୫ ଫୁଟର ଏହି ବାଲୁକା କଳାରେ ୧ହଜାର ଷ୍ଟିଲ ପାତ୍ର ବ୍ୟବହାର କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ବାଲୁକା କଳାରେ ଏହି ଷ୍ଟିଲ୍‌ ପାତ୍ର ବ୍ୟବହାର କରି ସେ ବିଶ୍ବଶାନ୍ତିର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ପାଇଁ ସେ ୬ ଟନ୍‌ ବାଲି ସହ ଷ୍ଟିଲ୍‌ ଗିନା, ଗ୍ଲାସ, ପ୍ଲେଟ୍ ଆଦି ବ୍ୟବହାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe