ମନ୍ତ୍ରୀ ପରିଷଦ ବୈଠକ ୬ରେ

Advertisment
ମନ୍ତ୍ରୀ ପରିଷଦ ବୈଠକ ୬ରେ

ଭୁବନେଶ୍ୱର : ଆସନ୍ତା ୬ ତାରିଖ ଦିନ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ସେଦିନ ଅପରାହ୍ନ ୫ଟା ୪୫ରେ ବସିବା ଲାଗି ସମୟ ସ୍ଥିର ହୋଇଛି। ଏଥିରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍‌ ଅନୁମୋଦନ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ପାଖାପାଖି ୧ଲକ୍ଷ ୨୦ ହଜାର କୋଟି ଟଙ୍କାର ବଡ଼ ବଜେଟ୍‌ ସରକାର ପ୍ରସ୍ତୁତ କରିଥିବା ସୂଚନା ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe