୫ରୁ ବନ୍ଦ ରହିବ ରାଜ୍ୟ ସୂଚନା ଆୟୋଗ କାର୍ଯ୍ୟାଳୟ

Advertisment
୫ରୁ ବନ୍ଦ ରହିବ ରାଜ୍ୟ ସୂଚନା ଆୟୋଗ କାର୍ଯ୍ୟାଳୟ

BallotboxIndia

ଭୁବନେଶ୍ବର : ତୋଷାଳୀ ଭବନରେ କାର୍ଯ୍ୟରତ କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ରାଜ୍ୟ ସୂଚନା ଆୟୋଗ କାର୍ଯ୍ୟାଳୟକୁ ଆସନ୍ତା ୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। କମିସନରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟକୁ ବନ୍ଦ ରଖିବା ଲାଗି ରାଜ୍ୟ ମୁଖ୍ୟ ସୂଚନା କମିସନ ସୁନୀଲ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe