ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ଭାଗ ନେବ ଚାନ୍ଦୁଆ ହାଇସ୍କୁଲ୍‌

ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ଭାଗ ନେବ ଚାନ୍ଦୁଆ ହାଇସ୍କୁଲ୍‌

କୁଳିଅଣା: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ଚାନ୍ଦୁଆ ହାଇସ୍କୁଲର ହକି ଟିମ୍‌ ଆସନ୍ତା ୧୮ ତାରିଖରେ ରାଉଲକେଲାସ୍ଥିତ ପାନପୋଷରେ ହେବାକୁ ଥିବା ରାଜ୍ୟସ୍ତରୀୟ ନେହେରୁ ହକି ଟୁର୍ଣ୍ଣାମେଣ୍ଟ-୨୦୨୨‌ରେ ଭାଗ ନେବାକୁ ମନୋନୀତ ହୋଇଛି।

ଏଥିପାଇଁ ଟିମ୍‌ର ପ୍ରଶିକ୍ଷକ ତଥା କ୍ରୀଡ଼ା ଶିକ୍ଷକ ବୀର ସିଂ ମାର୍ଣ୍ତିଙ୍କ ନେତୃତ୍ବରେ ୧୬ ଜଣିଆ ଟିମ୍‌ ଆଜି ରାଉଲକେଲା ଯାତ୍ରା କରିଛି। ପ୍ରଧାନଶିକ୍ଷକ ହେମସାଗର ନାଏକ ଖେଳାଳିମାନଙ୍କ ସଫଳତା କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe