ରାଜ୍ୟ ଯୋଜନା ବୋର୍ଡର ରୂପରେଖ ବଦଳିଯିବ

Advertisment
ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଶେଷ: ବିକାଶ ରାସ୍ତାରେ ବିପର୍ଯ୍ୟୟ ବାଧକ

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡର ରୂପରେଖ ବଦଳିଯିବ। ଯୋଜନା ବୋର୍ଡର ରୂପରେଖ ପରିବର୍ତ୍ତନ ହୋଇ ଏହା  ‘ନୀତି ଆୟୋଗ’ ଢ଼ାଞ୍ଚାରେ ଗଠନ ହେବ । ତେବେ ଏହି ପୁନର୍ଗଠନ କାମ ଏକ ପ୍ରକ‌ାର ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଖୁବ୍‌ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏ ନେଇ ଏକ ପ୍ରସ୍ତାବ ଯାଇଛି। ଏବେ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଖରୁ  ନିର୍ଦ୍ଦେଶର ଅପେକ୍ଷା ରହିଛି। ଏଥିପାଇଁ ଅନ୍ୟ ରାଜ୍ୟର ଯୋଜନା ବୋର୍ଡକୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା । ବିଶେଷ ଭାବେ ପୁର୍ନଗଠନ ସମୟରେ କେରଳ ମଡେଲକୁ ଅଧିକ ଗୁୁରୁତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe