ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋ ଘରେ ଏସ୍‌ଆଇଟି ଚଢ଼ାଉ: ଭାଇ ସମେତ ତିନି ଗିରଫ

ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋ ଘରେ ଏସ୍‌ଆଇଟି ଚଢ଼ାଉ: ଭାଇ ସମେତ ତିନି ଗିରଫ

କେନ୍ଦ୍ରପଡ଼ା: ବୁଧବାର ଭୋର୍‌ ପାଞ୍ଚଟା ପରେ କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ ଦିଲରପୁର ଠାରେ ଥିବା ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋ ଘରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ତା’ର ଭାଇ ସମେତ ତିନି ଜଣଙ୍କୁ ଗିରଫ କରିଛି।

ଦୁଇଟି ଏସ୍‌ୟୁଭି ଯୋଗେ ଭୁବନେଶ୍ୱରରୁ ଆସିଥିବା ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଟିମ୍‌ ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋ ଘରେ ଚଢ଼ାଉ କରିବା ପରେ ତା’ର ଦୁଇ ଭାଇ ଜୀ ବାବୁ ଓ ଚିଟୋକୁ ଗିରଫ କରିଛନ୍ତି। ଏଥିରେ ଟିଟୋର ସଡୁ ମୁନା ମଧ୍ୟ ଗିରଫ ହୋଇଛି।

ପଚରାଉଚୁରା ପାଇଁ ସେମାନଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ହାଜତକୁ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe