ଚୋରି ମୋଟର ସାଇକେଲ ଜବତ, ୩ ଅଭିଯୁକ୍ତ କୋର୍ଟ ଚାଲାଣ

Advertisment

ବାରଙ୍ଗ ଥାନା ପୁଲିସ ରତାଗଡ଼ ଭାଲୁଙ୍କା ବସ୍ତିରେ ଲୁଟ୍ ବାଇକ୍ ଥିବାର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଚଢଉ ବେଳେ ୩ଟି ଚୋରି ହୋଇଥିବା ମୋଟର ସାଇକେଲ ଜବତ ହୋଇଛି। ପୁଳିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି...

ବାରଙ୍ଗ ଥାନା ପୁଲିସ ରତାଗଡ଼ ଭାଲୁଙ୍କା ବସ୍ତିରେ ଲୁଟ୍ ବାଇକ୍ ଥିବାର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଚଢଉ ବେଳେ ୩ଟି ଚୋରି ହୋଇଥିବା ମୋଟର ସାଇକେଲ ଜବତ ହୋଇଛି। ପୁଳିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି...

Stolen motorbike seized, 3 accused to be tried in court

Stolen motorbike seized, 3 accused to be tried in court

ବାରଙ୍ଗ: ବାରଙ୍ଗ ଥାନା ପୁଲିସ ରତାଗଡ଼ ଭାଲୁଙ୍କା ବସ୍ତିରେ ଲୁଟ୍ ବାଇକ୍ ଥିବାର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଚଢଉ ବେଳେ ୩ଟି ଚୋରି ହୋଇଥିବା ମୋଟର ସାଇକେଲ ଜବତ ହୋଇଛି। ପୁଳିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ପୁଲିସ  ଗିରଫ  କରି ଥିବା ସମସ୍ତ ଯୁବକଙ୍କ ବୟସ ୨୦ ବର୍ଷ ଭିତରେ। ୨ ଜଣଙ୍କର ୨୦ ବର୍ଷ ବୟସର।

ଅଧିକ ପଢ଼ନ୍ତୁ: ସରକାରୀ ସ୍କୁଲ ରଙ୍ଗ ଗେରୁଆ ହେବ: ନିର୍ଦ୍ଦେଶ ଜାରି

ବାଦଲ ମୁଣ୍ଡା, ରଘୁ ପିଙ୍ଗୁଆ ୨୦ ବର୍ଷ ବୟସର ହୋଇଥିବାବେଳେ ତୃତୀୟ ଅଭିଯୁକ୍ତ ଜୟପୁର ରୋଡ଼ର  କ୍ରୀଷ୍ଣା ବାଆଁରାଙ୍କ ବୟସ ୧୯ ବର୍ଷ ।

ଅଧିକ ପଢ଼ନ୍ତୁ: ପରିଚୟ ଲୁଚାଇ ଦିଲ୍ଲୀରେ ଚାକିରି କରୁଥିବା ନକ୍ସଲକୁ ଧରିଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe