ଶିକ୍ଷକ ଆନ୍ଦୋଳନ ଦୁଇଫାଳ: ଉତ୍ତେଜନା ପରେ ପୁଲିସ ମୁତୟନ

Advertisment

ଶିକ୍ଷକ ଆନ୍ଦୋଳନ ଅସ୍ଥାୟୀ ରୂପେ ସ୍ଥଗିତ: ୧୭ରେ ଗଣଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ ବୈଠକ

ଶିକ୍ଷକ ଆନ୍ଦୋଳନ ଅସ୍ଥାୟୀ ରୂପେ ସ୍ଥଗିତ: ୧୭ରେ ଗଣଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ ବୈଠକ

ଶିକ୍ଷକ ଆନ୍ଦୋଳନ ଦୁଇଫାଳ: ଉତ୍ତେଜନା ପରେ ପୁଲିସ ମୁତୟନ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ସ୍ଥାନୀୟ ଲୋୟର ପିଏମ୍‌ଜି ଛକଠାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଶିକ୍ଷକ ଆନ୍ଦୋଳନ ଗୁରୁବାର ଦୁଇଫାଳ ହୋଇ ଯାଇଛି। ଆନ୍ଦୋଳନ ସ୍ଥଗିତ ନେଇ ସଭାପତିଙ୍କ ଦ୍ୱାରା ଘୋଷଣା ହେବା ପରେ ଶିକ୍ଷକ ଗୋଷ୍ଠୀ ୨ ଭାଗରେ ବିଭକ୍ତ ହୋଇଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବାରୁ ପୁଲିସ ମୁତୟନ ହୋଇଛନ୍ତି।

ଶିକ୍ଷକ ଆନ୍ଦୋଳନ ସ୍ଥଗିତ ନେଇ ସଂଗଠନର ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ସରକାରଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ କରି ଦିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ସହିତ ଶିକ୍ଷକ ସଂଗଠନର ସଦସ୍ୟମାନେ ଆଲୋଚନା ପରେ ଅଗାମୀ ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଶିକ୍ଷକ ସଂଗଠନ ଆନ୍ଦୋଳନ ଉପରେ ନଭେମ୍ବର ୧୭ରେ ଗଣଶିକ୍ଷା ବିଭାଗରେ ଉଚ୍ଚସ୍ତରୀୟ ବୈଠକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe