ବନ୍ଦର ପ୍ରଭାବ: ଓଡ଼ିଶା ଠପ୍,ଏନଏଚରେ ଟ୍ରକ୍ ଧାଡ଼ି, ଯାତ୍ରୀ ହନ୍ତସନ୍ତ

Advertisment

ବିରୋଧୀ ଦଳ 'ଓଡିଶା ବନ୍ଦ' ପାଳନ କରୁଥିବାରୁ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ୍ ବନ୍ଦ ରହିଛି। ଚେନ୍ନାଇ-କୋଲକାତା ଜାତୀୟ ରାଜପଥରେ ଟ୍ରକ୍ ଅଟକି ରହିଛି। ବସ୍ ଚଳାଚଳ ପ୍ରଭାବିତ ହେବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି...

ବିରୋଧୀ ଦଳ 'ଓଡିଶା ବନ୍ଦ' ପାଳନ କରୁଥିବାରୁ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ୍ ବନ୍ଦ ରହିଛି। ଚେନ୍ନାଇ-କୋଲକାତା ଜାତୀୟ ରାଜପଥରେ ଟ୍ରକ୍ ଅଟକି ରହିଛି। ବସ୍ ଚଳାଚଳ ପ୍ରଭାବିତ ହେବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି...

strike impact: Odisha crashes, truck lines on NH, passengers stranded

strike impact: Odisha crashes, truck lines on NH, passengers stranded Photograph: (sambad.in)

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଅନେକ ବିରୋଧୀ ଦଳ 'ଓଡିଶା ବନ୍ଦ' ପାଳନ କରୁଥିବାରୁ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ୍ ବନ୍ଦ ରହିଛି।

ବସ୍ ଚଳାଚଳ ପ୍ରଭାବିତ ହେବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ବସ୍ ଚଳାଚଳକୁ ଅପେକ୍ଷା କରିଛନ୍ତି।

Fakir Mohan College | congress | CPI | CPIM

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe