ଛାତ୍ରୀଙ୍କୁ ମାଡ଼ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ଦେଢ଼ ଟନ୍ ବିଦ୍ୟୁତ୍‌ ତାର ଜବତ, ୨ ଗିରଫ

ବରଗଡ଼: ସ୍ଥାନୀୟ ଖଜୁରଟିକ୍ରା ନଲିଆଖଣ୍ଡିସ୍ଥିତ ରାଧାମାଧବ ପ୍ରାଇମେରି ସ୍କୁଲ୍‌ରେ ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସେହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ନନ୍ଦିନୀ ରଥଙ୍କ ପୁଅ ସ୍ବାଭିମାନ ଶତପଥୀ ଗିରଫ ହୋଇଛି। ମା' ଛୁଟିରେ ଥିବାବେଳେ ସ୍ବାଭିମାନ ସ୍କୁଲ୍‌ରେ ପାଠ ପଢ଼ାଉଥିଲା।

ତେବେ ଶୁକ୍ରବାର ଜଣେ ନାବାଳିକା ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର କରିଥିଲା। ଛାତ୍ରୀଜଣକ କାନ୍ଦିବାରୁ ତାକୁ ଲୁହା ରଡ୍‌ରେ ମାଡ଼ ମାରିଥିଲା। ଘଟଣା ସଂପର୍କରେ ପରିବାରଲୋକେ ଜାଣିବା ପରେ ଟାଉନ୍‌ ଥାନା ଦ୍ବାରସ୍ଥ ହୋଇଥିଲେ। ପୁଲିସ୍‌ କେସ୍ ନମ୍ବର ୧୨୯ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe