ଅଜଣା ଗାଡ଼ି ଧକ୍କାରେ ଛାତ୍ରଙ୍କର ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ଛାତ୍ରଙ୍କର ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି l
ମୃତକଜଣକ ହେଲେ ସ୍ଥାନୀୟ ରାଗଧା ଏସସିବି ଜୁନିଅର କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଲିଟୁ ମୁର୍ମୁ l ଲିଟୁ ସକାଳୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ l ଲିଟୁଙ୍କର ଘର କେସିପୁର ଗୀର୍ଜା ନିକଟରେ ବୋଲି ଜଣାପଡ଼ିଛି l ବାରିପଦା ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe