ଛାତ୍ର ଅପହରଣ ନେଇ ପୁଲିସ ନାକେଦମ, କହିଲା- ନିଖୋଜ

Advertisment

ଗତ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗ୍ରାମର ସଞ୍ଜୟ ପାତ୍ରଙ୍କ ପୁଅ ଶାନ୍ତନୁ ପାତ୍ର(୧୨)କୁ ସେହି ଗ୍ରାମର ରଶ୍ମି ପାତ୍ର ଓ ତାଙ୍କ ଶଶୁର ବୁଟା ପାତ୍ର ଅପହରଣ କରିଥିବା ନେଇ ଶାନ୍ତନୁଙ୍କ ମାଆ ଲିଙ୍କି ପାତ୍ର ଗତକାଲି ଥାନାରେ ଅଭିଯୋଗ କରିଥିଲେ।

missing student

ତେଲକୋଇ: ଗତ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗ୍ରାମର ସଞ୍ଜୟ ପାତ୍ରଙ୍କ ପୁଅ ଶାନ୍ତନୁ ପାତ୍ର(୧୨)କୁ ସେହି ଗ୍ରାମର ରଶ୍ମି ପାତ୍ର ଓ ତାଙ୍କ ଶଶୁର ବୁଟା ପାତ୍ର ଅପହରଣ କରିଥିବା ନେଇ ଶାନ୍ତନୁଙ୍କ ମାଆ ଲିଙ୍କି ପାତ୍ର ଗତକାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସେଭଳି କିଛି ସୁରାକ ପାଇନଥିଲା।

ଗତ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗ୍ରାମର ସଞ୍ଜୟ ପାତ୍ରଙ୍କ ପୁଅ ଶାନ୍ତନୁ ପାତ୍ର(୧୨)କୁ ସେହି ଗ୍ରାମର ରଶ୍ମି ପାତ୍ର ଓ ତାଙ୍କ ଶଶୁର ବୁଟା ପାତ୍ର ଅପହରଣ କରିଥିବା ନେଇ ଶାନ୍ତନୁଙ୍କ ମାଆ ଲିଙ୍କି ପାତ୍ର ଗତକାଲି ଥାନାରେ ଅଭିଯୋଗ କରିଥିଲେ।

ଆଜି କେନ୍ଦୁଝର ଏସପି ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଆଇଆଇସି ସୁଶାନ୍ତ ପରିଡା ଓ ୩ ପ୍ଲାଟୁନ ପୁଲିସ ମଧ୍ୟ ଖୋଜାଖୋଜିରେ ନିୟୋଜିତ ହୋଇଛନ୍ତି। କିନ୍ତୁ କିଛି ସନ୍ଧାନ ମିଳି ପାରିନାହିଁ। ଛାତ୍ର ଜଣଙ୍କୁ ଅପହରଣ କରାଯାଇ ନାହିଁ। ସେ ନିଖୋଜ ଅଛନ୍ତି।

ଏନେଇ ୨୫୧/୨୦୨୪ ରେ ଏକ ମାମଲା ରୁଜୁ କରାଯାଇଛି। ଯେଉଁମାନଙ୍କ ନାମରେ ଅପହରଣ ଅଭିଯୋଗ ହୋଇଥିଲା, ସେମାନଙ୍କୁ ପଚରାଉଚରା କରାଯାଉଛି ବୋଲି ଆଇଆଇସି ସୁଶାନ୍ତ ପରିଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe