ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣା: ଅଭିଯୋଗକାରୀ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ

Advertisment
ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣା: ଅଭିଯୋଗକାରୀ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ

Zee News

କଣ୍ଟାମାଳ : ଗତ ସୋମବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିବା ଆନ୍ଦୋଳନକାରୀଙ୍କୁ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁରଙ୍କ ଦୁର୍ବ୍ୟବହାର ଓ ରମେଶ ଚନ୍ଦ୍ର ମିଶ୍ରଙ୍କୁ ଗାଳିଗୁଲଜ ସାଙ୍ଗକୁ ଧକ୍କା ମାରିବା ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ସୋନପୁର ସହରର ବରିଷ୍ଠ ଆଇନଜୀବୀ ବଳଦେବ ବେଦବାଗ।

ସୂଚନାଯୋଗ୍ୟ ଯେ, ଘଟଣାଦିନ ତ୍ରୁଟିପୂର୍ଣ୍ଣ ନକ୍ସାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ରାସ୍ତା ନିର୍ମାଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଗୁଡ଼ଭେଲିପଦର ସରପଞ୍ଚଙ୍କ ସ୍ବାମୀ ରମେଶ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଯାଇଥିଲେ। ସେମାନେ ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିବା ସେତେବେଳେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe