ଯୋଡ଼ାମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଲା ସୁଭଦ୍ରା

Advertisment
ଯୋଡ଼ାମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଲା ସୁଭଦ୍ରା

ଫୁଲବାଣୀ : କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ଭଉଣୀ ସୁଭଦ୍ରା। ଜଗା ନିଜ ଭଉଣୀଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଥିଲା। ଜଗାକୁ ଛାଡ଼ି କାଳିଆ ଆରପାରିକୁ ଚାଲିଯିବା ପରେ ଘରକୁ ଆସିଥିଲା ସାନ ଭଉଣୀ ସୁଭଦ୍ରା। କାଳିଆର ବିୟୋଗ ପରେ ମନରେ ରହିଥିବା ଦୁଃଖ ଭଉଣୀ ସୁଭଦ୍ରାକୁ ପାଇ ଜଗା ଭୁଲି ଯାଇଥିଲା। ଗୁରୁବାର ଦିନ ରକ୍ଷା ବନ୍ଧନରେ ଭଉଣୀ ହାତରୁ ରାକ୍ଷୀ ପିନ୍ଧି ଜଗା ବେଶ୍ ଖୁସି ଥିବା ଜଗାର ମାଆ ପୁଷ୍ପାଞ୍ଜଳି କହଁର ଓ ବାପା ଭୂୟାଁ କହଁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe