୬ରେ ହେବ ଶୁଭଙ୍କରଙ୍କ ଅସ୍ତ୍ରୋପଚାର !

୬ରେ ହେବ ଶୁଭଙ୍କରଙ୍କ ଅସ୍ତ୍ରୋପଚାର !

Odisha Sun Times

କଟକ : ପିଚାରେ ଛୁଞ୍ଚି ପଶିବା ନେଇ ଗତ ୮ଦିନ ହେଲା ଡାକ୍ତରଖାନା ଚକ୍କର କାଟୁଥିବା ୪ବର୍ଷର ଶିଶୁ ଶୁଭଙ୍କରର ଆସନ୍ତା ୬ ତାରିଖ ଦିନ ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ତାଙ୍କୁ ଅନ୍ୟତ୍ର ପଠାଯିବାକୁ କୁହାଯାଉଥିବା ବେଳେ ୬ତାରିଖ ଦିନ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଅସ୍ତ୍ରୋପଚାର କରାଯିବାକୁ ଡାକ୍ତର କହିଛନ୍ତି ବୋଲି ବାପା ନିରାକାର ବେହେରାଙ୍କ ଠାରୁ ଜଣାପଡ଼ିଛି। ତେବେ, ଏ ସମ୍ପର୍କରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କର ମତାମତ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe