ବେକରେ ଫାଶୀ ଲଗାଇ ଯୁବକଙ୍କ ମୃତ୍ୟୁ

Advertisment

ଖଡ଼ିଆଳ : ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ ଜୁନାନୀ ଗ୍ରାମ ପୋଡ଼ପଡାରେ ରହୁଥିବା ମନିଜର ପୋଢ଼ଙ୍କ ପୁଅ ରୂପଧର ପୋଢ଼ (୨୬) ରାତିରେ ଶୌଚ ପାଇଁ ପଦାକୁ ଆସିଥିଲେ ,ହେଲେ ବହୁତ ସମୟ ଘରକୁ ନ ଫେରିବାରୁ ନିଜ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ଦେଖିଲେ ନିଜ ଜମିର ସାବୁନ ଗଛରେ ନିଜ ବେକରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

publive-imageପରିବାର ଲୋକେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କଲାପରେ ଖଡ଼ିଆଳ ପୁଲିସ ଶବ ଜବତ କରିଥିଲା । ଏହାପରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe