ମୁମ୍ବାଇରେ ସୁଦାମ ପ୍ରଧାନଙ୍କ ‘ଚନ୍ଦ୍ରଯାନ-୩’ ବାଲୁକାକଳା

ମୁମ୍ବାଇରେ ସୁଦାମ ପ୍ରଧାନଙ୍କ ‘ଚନ୍ଦ୍ରଯାନ-୩’ ବାଲୁକାକଳା

ପୁରୀ: ପୁରୀର ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ମୁମ୍ବାଇର ଭିଭିଆନ୍‌ ମଲ୍‌ଠାରେ ଚନ୍ଦ୍ରଯାନ-୩ ଉପରେ ବାଲୁକାକଳା କରିଛନ୍ତି। ଚନ୍ଦ୍ରଯାନ-୩ର ସଫଳତା ଉପଲକ୍ଷେ ଏହି ବାଲୁକା କଳା କରିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ୧୦ ଫୁଟ୍‌ ଉଚ୍ଚତା, ୧୫ ଫୁଟ୍‌ ଲମ୍ବାର ଏହି ବାଲୁକା କଳା ତିଆରି କରିବାକୁ ତାଙ୍କୁ ଦୁଇ ଦିନ ଲାଗିଥିଲା। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ବାଲୁକାକଳା ମୁମ୍ବାଇର ଭିଭିଆନ୍‌ ମଲ୍‌ରେ ପ୍ରଦର୍ଶିତ ହେବ। ଏହି ବାଲୁକାକଳା ତିଆରି ଦିଗରେ ଭିଭିଆନ୍‌ ମଲ୍‌ର ମୁଖ୍ୟ ସନ୍ଦୀପ ରାୟ ଓ ଅନ୍ୟମାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe