ରାଜ୍ୟ ସମ୍ବଲପୁର ମହାଷ୍ଟମୀରେ ମହାମାୟା,ପାଟଣେଶ୍ବରୀଙ୍କୁ ସୁନାବେଶ 03 Oct 2022 03:15 IST Sambad Digital Follow Us ସମ୍ବଲପୁର: ସମ୍ବଲପୁରରେ ମା’ ଦୁର୍ଗାଙ୍କ ଆରାଧନା ଚାଲିଛି। ସହରର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ଧୁମଧାମରେ ଚାଲିଥିବାବେଳେ ସମ୍ବଲପୁରରେ ମା’ ପାଟଣେଶ୍ବରୀଙ୍କ ସୁନା ବେଶ ହୋଇଛି। ମା’ଙ୍କ ସୁନାବେଶ ଦେଖିବା ପାଇଁ ପ୍ରବଳ ଭିଡ ହୋଇଛି। ଦୀପ ଧୂପ ନୈବେଦ୍ୟରେ ମା’ଙ୍କୁ ଆରାଧନା କରାଯାଉଛି।