ସୁନ୍ଦରଗଡ଼ ବିଧାୟିକା କୁସୁମ ଦେଲେ ଭୋଟ୍

ସୁନ୍ଦରଗଡ଼ ବିଧାୟିକା କୁସୁମ ଦେଲେ ଭୋଟ୍

ସୁନ୍ଦରଗଡ଼: ସୋମବାର ରାଜ୍ୟର ଦ୍ବିତୀୟ ପର୍ଯ୍ଯାୟ ମତଦାନ ଚାଲିଛି। ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ଭୋଟ୍ ଦେବା ପରେ ଦିନ ୧୦ଟା ୧୫ରେ ବିଜେପି ପ୍ରାର୍ଥୀ ତଥା ବିଧାୟିକା କୁସୁମ ଟେଟେ ସୁନ୍ଦରଗଡ଼ ସହର ଡେଙ୍ଗିଭାଡ଼ି ନ୍ଯୁ କଲୋନି ପ୍ରାଥମିକ ବିଦ୍ୟାଳୟ ୨୨୬ ନମ୍ବର ବୁଥକୁ ଆସି ଧାଡ଼ିରେ ଠିଆ ହୋଇ ମତଦାନ କରିଛନ୍ତି।

ସେ ପୁଣି ଥରେ ନିର୍ବାଚିତ ହେବେ ଓ ରାଜ୍ଯରେ ବିଜେପି ସରକାର ଗଢ଼ିବ ବୋଲି କହିଛନ୍ତି କୁସୁମ। ସଖୀ ବୁଥରେ ଭୋଟ ଦେବା ପରେ ସେ ସେଲଫି କର୍ଣ୍ଣରରେ ସେଲଫି ନେଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe