ପତ୍ନୀଙ୍କ ସହ ଭୋଟ ଦେଲେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ

ପତ୍ନୀଙ୍କ ସହ ଭୋଟ ଦେଲେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ

ରାଉରକେଲା : ପତ୍ନୀ ମୀରା ତିର୍କୀଙ୍କ ସହ ବିଜେଡିର ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ ଜଗଦାସ୍ଥ ବୁଥରେ ଭୋଟ୍ ଦେଇଛନ୍ତି। ସକାଳ ୭ଟା ୩୦ ମିନିଟରେ ଜଗଦାସ୍ଥିତ ମତଦାନ କେନ୍ଦ୍ରର ବୁଥ୍ ନମ୍ବର ୬୬ରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ଧାଡ଼ିରେ ଯାଇ ପତ୍ନୀଙ୍କ ସହ ସେ ମତଦାନ କରିଛନ୍ତି। ଏହି ଅବସରରେ ସେ ନିଜର ବିଜୟ ସୁନିଶ୍ଚିତ ବୋଲି ଗଣମାଧ୍ୟମକୁ କହିଛନ୍ତି। ଅନ୍ୟମାନଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe