ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁନୀଲ ପ୍ରଧାନ ବିଜେଡିରୁ ବହିଷ୍କୃତ

Advertisment
ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁନୀଲ ପ୍ରଧାନ ବିଜେଡିରୁ ବହିଷ୍କୃତ

Odisha Sun Times

ଭୁବନେଶ୍ବର : ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟ ବିଜୁ ଯୁବ ଜନତା ଦଳର ପରାମର୍ଶଦାତା ସୁନୀଲ ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ନିର୍ବାଚନ ସମୟରେ ସେ ବିଭିନ୍ନ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ। ଦଳ ଭିତରେ ରହି ଏପରି କାର୍ଯ୍ୟ କରିବା ଦଳର ଶୃଙ୍ଖଳା ବିରୋଧୀ ବୋଲି ଅଭିଯୋଗ ପହଞ୍ଚିବା ପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe