ପୁରୀରେ ସୁପ୍ରିମକୋର୍ଟ ବିଚାରପତି ଜ‌ଷ୍ଟିସ୍‌ ଅରୁଣ ମିଶ୍ର

ପୁରୀ : ପୁରୀ ଏସ୍‌ପି ଅଫିସ ନିକଟରେ ପ୍ରସ୍ତାବିତ ହାଇକୋର୍ଟ ଅତିଥି ଗୃହର ଶିଳାନ୍ୟାସ ଉତ୍ସବ ଆଜି ଅନୁଷ୍ଠିତ ‌ହୋଇଛି। ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍. ଜାଭେରୀ, ଜଷ୍ଟିସ୍‌ ସି.ଆର.ଦାଶ, ଜଷ୍ଟିସ୍‌ ବି.ରଥ, ଜଷ୍ଟିସ୍‌ ପି.ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଜଷ୍ଟିସ ଶ୍ରୀ ମିଶ୍ର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe