ନବୀନ, ଧର୍ମେନ୍ଦ୍ରଙ୍କୁ ସୁରଙ୍କ ପ୍ରଶଂସା

Advertisment
ସୁରଙ୍କ ପରିବାର ରାଜନୀତି ଚର୍ଚ୍ଚା

ଭୁବନେଶ୍ୱର : ନାଇଜର୍ କ୍ୟାମ୍ପସ୍‌ରେ କ୍ୟାନସର୍ ହସ୍ପିଟାଲ୍ ନିର୍ମାଣ ହେବ ବୋଲି ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ବୁଧବାର ଦିନ ଜଟଣୀ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଓଡ଼ିଶା ପାଇଁ ଏକ ଶୁଭ ଖବର। ଜଟଣୀରେ କ୍ୟାନସର୍ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥି ପାଇଁ ଧନ୍ୟବାଦ। ବଡ଼ କାମଟିଏ ସେ କରିଛନ୍ତି। ରାଜ୍ୟ ସରକାର ଜମି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe