ଆଜି ସିଡିଏ ଅଧ୍ୟକ୍ଷ ପଦ ଗ୍ରହଣ କରିବେ ସୁରେନ୍ଦ୍ର କୁମାର

Advertisment
ଆଜି ସିଡିଏ ଅଧ୍ୟକ୍ଷ ପଦ ଗ୍ରହଣ କରିବେ ସୁରେନ୍ଦ୍ର କୁମାର

ଭୁବନେଶ୍ବର: ଆସନ୍ତାକାଲି ସକାଳେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଅଧ୍ୟକ୍ଷ ପଦରେ ଦାୟିତ୍ବ ଗ୍ରହଣ କରିବେ ବରିଷ୍ଠ ଆଇଏଏସ୍‌ ତଥା ରାଜ୍ୟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର। ଜଳ ସମ୍ପଦ ବିଭାଗ ଦାୟିତ୍ବରେ ଥାଇ ସିଡିଏ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ ଶ୍ରୀକୁମାରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଏ ନେଇ ଗତ ୭ ତାରିଖରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe