ଭୁବନେଶ୍ବର : କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଲା ପରେ ଆଇଏଏସ୍ ଅଧିକାରୀ ସୁଶୀଲ ଲୋହାନି ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ଅବକାରୀ ବିଭାଗର ସଚିବ ଭାେବ ନିଯୁକ୍ତି ଦିଆଯାଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି।
ସୁଶୀଲ ଲୋହାନି ହେଲେ ଅବକାରୀ ସଚିବ
Advertisment
Follow Us