ନିର୍ମାଣ ଶ୍ରମିକ ଆଶା କେରାଇଙ୍କ ସନ୍ଦେହଜନକ ମୃତ୍ୟୁ

ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଜବତ

bbc

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଉଲିହଟିଂରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଆଶା କେରାଇ (୨୫)। ଆଶା ଜଣେ ନିର୍ମାଣ ଶ୍ରମିକ।

କିଛିଦିନ ତଳେ ସେ କାମ କରିବା ସମୟରେ ଏକ ସିମେଣ୍ଟ ବସ୍ତା ପଡ଼ିଯିବାରୁ ସେ ଆହତ ହୋଇଥିଲେ। ଗତକାଲି ସେ ପୁଣି ହଠାତ୍‌ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ଟାଟାଷ୍ଟିଲ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଶବ ‌ଜବତ କରି କେସ୍‌ ନମ୍ବର ୮/୨୦୨୨ରେ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe