ରାଜ୍ୟ ଗଜପତି ସ୍ବାତୀ ଏସ୍.କୁମାର ନୂଆ ଗଜପତି ଏସ୍.ପି 20 Dec 2022 00:45 IST Sambad Digital Follow Us ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ନୂତନ ଏସ୍.ପି ଭାବେ ସ୍ବାତୀ ଏସ୍.କୁମାରଙ୍କୁ ବଦଳି ହୋଇଛି। ଗୃହ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ସେ ଅନୁଗୁଳ ଜିଲ୍ଲା ତାଳଚେର ଏସ୍ଡିପିଓ ଭାବେ କାର୍ଯ୍ୟରତ ଅଛନ୍ତି।