ଝିଅ ଘରକୁ ଯାଉଥିଲେ, ନଦୀରେ ଭାସିଗଲେ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଚେଲେଖା ଗ୍ରାମର ମାସିଆ ମାଝୀ (୫୨) ଶନିବାର ନଦୀ ପାରି ହେବାବେଳେ  ଭାସିଯାଇ ପ୍ରାଣ ହରାଇଛନ୍ତି।  ସେ ଝିଅ ଘର ବାରଙ୍ଗପଦରକୁ ଯାଉଥିଲେ।

ଅପରାହ୍ନ ୫ଟାରେ ଗାଁ ନିକଟରେ ପ୍ରବାହିତ ହେଉଥିବା କେରପାଇ-କାଚେଲେଖା ନଦୀ ପାରି ହେଉଥିଲେ। ଏହି ସମୟରେ ସେ ନଦୀରେ ଭାସିଯାଇଥିଲେ। ପରିବାର ଲୋକେ ନଦୀକୂଳରେ ବହୁ ଖୋଜାଖୋଜି କରିବା ପରେ ୧ କିମି ଦୂର ପିଣ୍ଡାପଦର ନିକଟରେ ମୃତଦେହ ପଡ଼ିଥିବା ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe