ସ୍କୁଲ ଗେଟ୍‌ ପଡ଼ିଗଲା, ଶିକ୍ଷକଙ୍କ ‌ଗୋଡ଼ ଭାଙ୍ଗିଲା

Advertisment
ସ୍କୁଲ ଗେଟ୍‌ ପଡ଼ିଗଲା, ଶିକ୍ଷକଙ୍କ ‌ଗୋଡ଼ ଭାଙ୍ଗିଲା

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଁଲାଭଟା​ ହାଇସ୍କୁଲର ମୁଖ୍ୟ ଫାଟକ ସହକାରୀ ଶିକ୍ଷକ ଯୋଗେନ୍ଦ୍ର ଶବରଙ୍କ ମୁଣ୍ଡରେ ପଡ଼ିବାରୁ ଗୁରୁତର ହୋଇଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ସକାଳେ ଗେଟ ଖୋଲିବା ସମୟରେ ଶିକ୍ଷକ ଶ୍ରୀ ଶବରଙ୍କ ଉପରେ ହଠାତ୍ ପଡ଼ିଯାଇଥିଲା। ଏଥିରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆଘାତ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe