କୋରାପୁଟ ଜେଲରେ ଚାଷୀମୂଲିଆ ଆଦିବାସୀ ସଂଘ ସଭାପତିଙ୍କ ସମେତ ୧୦ ଜଣଙ୍କ  ଆମରଣ ଅନଶନ

Advertisment
କୋରାପୁଟ ଜେଲରେ ଚାଷୀମୂଲିଆ ଆଦିବାସୀ ସଂଘ ସଭାପତିଙ୍କ ସମେତ ୧୦ ଜଣଙ୍କ  ଆମରଣ ଅନଶନ

କୋରାପୁଟ: କୋରାପୁଟ ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗା ଓ ସଂଘର ବରିଷ୍ଠ ସଦସ୍ୟ ସମ୍ବରୁ ସିର୍‌କାଙ୍କ ସମେତ ସଂଘର ପ୍ରାୟ ୧୦ ଜଣ ସଦସ୍ୟ ଆଜି ସକାଳୁ ଜେଲ ଭିତରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।

publive-imageସରକାର ସେମାନଙ୍କ ନାମରେ ମିଛି କେସ୍‌ ଦେଇ ହଇରାଣ କରୁଥିବାରୁ ତୁରନ୍ତ ସେମାନଙ୍କୁ ଜେଲରୁ ମୁକ୍ତିଦେବା ସହିତ ସେମାନଙ୍କ ନାମରେ ଚାଲିଥିିବା ସମସ୍ତ ମାମଲାର ଶୁଶଣୀ ତୁରନ୍ତ କରିବା ଦାବି ନେଇ ଚାଷୀ ମୁଲିଆ ସଂଘର ଏହି କର୍ମୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏହି ଆମରଣ ଅନଶନ ସମ୍ପର୍କରେ ଜେଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe