ବଙ୍ଗୋପସାଗରରୁ କେ-୪ ଏସ୍‌ଏମ୍‌ବିଏମ୍‌ର ପରୀକ୍ଷଣ ଆଜି!

Advertisment
ବଙ୍ଗୋପସାଗରରୁ କେ-୪ ଏସ୍‌ଏମ୍‌ବିଏମ୍‌ର ପରୀକ୍ଷଣ ଆଜି!

OpIndia

ବାଲେଶ୍ବର/ଚାନ୍ଦବାଲି : ବଙ୍ଗୋପସାଗରର କୌଣସି ଏକ ଅଣ୍ଡରୱାଟର ପ୍ଲାଟଫର୍ମରୁ ଆସନ୍ତାକାଲି କେ-୪ ଏସ୍‌ଏମ୍‌ବିଏମ୍(ବୁଡ଼ାଜାହାଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର) ଉତ୍‌କ୍ଷେପଣ ପାଇଁ ଭାରତୀୟ ପ୍ରତିରକ୍ଷା ଉନ୍ନୟନ ସଂସ୍ଥା ପ୍ରସ୍ତୁତ ହୋଇଛି। ଆସନ୍ତା ୩ କିମ୍ବା ୪ ତାରିଖରେ ପାଗ ଅନୁକୁଳ ରହିଲେ ଧାର୍ଯ୍ୟ ହୋଇଥିବା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ପରୀକ୍ଷଣ କରାଯିବ। ଏଥିପାଇଁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe