bbc
ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ଧୁରୁଡ଼ିଆମ୍ବ ପଞ୍ଚାୟତ ତାଳଡିହି ଗ୍ରାମର ସୁଶୀଲ ନାହାକଙ୍କ ଦୁଇବର୍ଷର ପୁଅ ଦୀପକ ରବିବାର ଅପରାହ୍ଣରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛି।
ଦୀପକ ଖେଳୁଥିବା ବେଳେ ପୋଖରୀରେ ପଡ଼ି ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରିବା ପରେ ହରିଚନ୍ଦନପୁର ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us