ମମିତାଙ୍କ ଘରେ ମହିଳା କମିସନ ଅଧ୍ୟକ୍ଷା

Advertisment
ମମିତାଙ୍କ ଘରେ ମହିଳା କମିସନ ଅଧ୍ୟକ୍ଷା

କଂଟାବାଞ୍ଜି : ଶନିବାର ରାଜ୍ୟ ମହିଳା କମିସନର ୪ ଜଣିଆ ଟିମ୍‌ ପୀଡ଼ିତ ପରିବାର ଲୋକଙ୍କୁ ଭେଟିଛନ୍ତି। ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରାଙ୍କ ନେତୃତ୍ବରେ ଆସିଥିବା ଉକ୍ତ ଟିମ୍‌ ମମିତାଙ୍କ ଗାଁ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଝରଣୀ ଗାଁକୁ ଯାଇଥିଲେ। କମିସନ ସଦସ୍ୟାମାନେ ମୃତା ମମିତାଙ୍କ ବାପା, ମା, ଭାଇ ଏବଂ ସଂପର୍କୀୟମାନଙ୍କ ସହ ଆଲୋଚନା କରିଥିଲେ। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳୁ ବୋଲି ସଦସ୍ୟମାନେ କହିବା ସହ ଏ ନେଇ କଳାହାଣ୍ଡି ଏସ୍‌ପିଙ୍କ ସହ ଆଲୋଚନା କରିବେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe