ମହାନଗରରେ ନିଯୁକ୍ତ ହେବେ ସହର ଶିକ୍ଷା ଅଧିକାରୀ

Advertisment
୧୦୬ ହାଇସ୍କୁଲରେ ‌ଖୋଲିବ ଏକାଦଶ

Republic World

ଭୁବନେଶ୍ବର : ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିଯୁକ୍ତ ହେବେ ସହର ଶିକ୍ଷା ଅଧିକାର(ସିଇଓ)। ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ-ଇ ସୁପାରିଶ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାର ଜଣେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଏଡିଇଓ)ଙ୍କୁ ସିଇଓ ଭାବେ ମହାନଗର ନିଗମ ଅଞ୍ଚଳରେ ନିଯୁକ୍ତି ପାଇବେ। ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁଯାୟୀ ଅଧିକାରୀ ଜଣକ ନିଯୁକ୍ତ ହେବେ। ସେମାନେ ନିଜର ମୂଳ ଦାୟିତ୍ବ ସହ ଅତିରିକ୍ତ ଭାବେ ଏହି କାର୍ଯ୍ୟ ତୁଲାଇବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଧା, କଟକ, ସମ୍ବଲପୁର, ଗଞ୍ଜାମ, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe