ରିଆମାଳ: ଦେବଗଡ଼ ଜିଲ୍ଲାର ଗୋହିରା ଡ୍ୟାମରୁ ଶନିବାର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଡ୍ୟାମର କ୍ଷମତା ୨୩୫ମି. ରହିଥିବା ବେଳେ ଜଳସ୍ତର ୨୩୪ମି. ଉପରେ ରହିଥିଲା। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବର୍ଷା ଜଳରେ ଡ୍ୟାମ ଭର୍ତ୍ତି ହୋଇଛି। ବର୍ତ୍ତମାନ ଡ୍ୟାମର ୨ଟି ଗେଟ୍ ଖୋଲାଯାଇଥିବା ସୂଚନା ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us