ବନ ବିଭାଗ ଧରିଲା, ରାଜସ୍ବ ବିଭାଗ ଛାଡ଼ିଲା

Advertisment
ବନ ବିଭାଗ ଧରିଲା, ରାଜସ୍ବ ବିଭାଗ ଛାଡ଼ିଲା

ଘଟଗାଁ : ଘଟଗାଁ ବନଉପଖଣ୍ତ ବିଭାଗର ରେଂଜ ଅଫିସର ଗତ ୦୫/୦୯/୨୦୨୨ ରାତିରେ ଘଟଗାଁ ତହସିଲ ଅଫିସ ଠାରୁ ଅନତି ଦୂରରେ ଅଟେଇ ଜଙ୍ଗଲ ମଧ୍ୟରୁ ପୋକଲିନ ଲଗାଇ ଟ୍ରାକ୍ଟର ସାହାଯ୍ୟରେ ମୋରମ ଚାଲାଣ କରୁଥିବା ବେଳେ ଏହାକୁ ବନ ବିଭାଗ ଜବତ କରିଛି।

publive-image

ଜାଗାଟି ସଂରକ୍ଷିତ ଜଙ୍ଗଲରେ ଯାଉ ନଥିବା ବେଳେ ଏହା ଗୋଚର ଜମି। ଏ ସମ୍ପର୍କରେ ଘଟଗାଁ ତହସିଲଦାର ଜନକ ନାଏକଙ୍କୁ ଜଣାଇବା ପରେ ପୋକଲିନ ମାଲିକ ପ୍ରଶାନ୍ତ କୁମାର ସାମଲଙ୍କୁ ୭ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ଟ୍ରାକ୍ଟର ମାଲିକ ପୂର୍ଣ୍ଣଚନ୍ଦ୍ର ଘଣାଙ୍କ ୧୦ହଜାର ଟଙ୍କା ଜରିମାନା ଆଦାୟକରି ଛାଡିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe