ଖୁସି ଖବର: ସବୁ ଶ୍ରେଣୀର ଶ୍ରମିକଙ୍କ ବଢ଼ିଲା ଦୈନିକ ମଜୁରୀ

Advertisment
ଖୁସି ଖବର: ସବୁ ଶ୍ରେଣୀର ଶ୍ରମିକଙ୍କ ବଢ଼ିଲା ଦୈନିକ ମଜୁରୀ

ଭୁବନେଶ୍ୱର: ରାଜ୍ୟ ସରକାର ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି କରିଛନ୍ତି। କରେନା ସଂକଟ ସମୟରେ ଶ୍ରମିକମାନଙ୍କର ମଜୁରୀ ବଢ଼ିବା ନିଶ୍ଚିତ ଭାବେ ଖୁସର ଖବର। ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ମଜୁରୀ ୫ଟଙ୍କା ୪୦ ପଇସା ବଢ଼ିଛି। publive-image

ରାଜ୍ୟ ସରକାର ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୦୩ଟଙ୍କା ୪୦ ପଇସାକୁ ବୃଦ୍ଧି କରିଛନ୍ତି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମୁଜରୀ ୩୪୩ଟଙ୍କା ୪୦ ପଇସା ହୋଇଥିବା ବେଳେ କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ଟଙ୍କା ୪୦ ପଇସା ହୋଇଛି। ସେହିପରି ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୫୩ଟଙ୍କା ୪୦ ପଇସା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe