ପତ୍ନୀଙ୍କ ଆତ୍ମହତ୍ୟା ଶୁଣି ଝୁଲିପଡ଼ିଲେ ସ୍ବାମୀ

Advertisment
ମୋବାଇଲ୍‌ ପାଇଁ ଜୀବନ ଗଲା! ମାଆଙ୍କ ତାଗିଦ୍‌ ପରେ ଛାତ୍ରୀଙ୍କ ଆତ୍ମହତ୍ୟା

www.google.com

ଓଡ଼ାପଡ଼ା : ପତି-ପତ୍ନୀଙ୍କ ଭିତରେ ପାରିବାରିକ ବିବାଦ ଥିଲା। ଏହି ବିବାଦ ଏତେ ଉଗ୍ର ହେଲା ଯେ, ସୋମବାର ଅପରାହ୍ନରେ ପତ୍ନୀ ରଶି ଲଗାଇ ଆତ୍ମହତ୍ୟା କରିଦେଲେ। ଏକଥ‌ା ଶୁଣିବା ପରେ ତାଙ୍କ ସ୍ବାମୀ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଖଡ଼ଗପ୍ରସାଦ ଗ୍ରାମର ଅଲେଖ ସାମଲ ବି ଆତ୍ମହତ୍ୟା କରିଦେଇଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe