ପାରାଦୀପ ବନ୍ଦରରୁ ମାଲ୍ ବୋଝେଇ କଲା ସର୍ବବୃହତ୍‌ ଜାହାଜ

Advertisment

ପାରାଦୀପ ବନ୍ଦରରୁ ମାଲ୍ ବୋଝେଇ କଲା ସର୍ବବୃହତ୍‌ ଜାହାଜ

ପାରାଦୀପ ବନ୍ଦରରୁ ମାଲ୍ ବୋଝେଇ କଲା ସର୍ବବୃହତ୍‌ ଜାହାଜ

ପାରାଦୀପ ବନ୍ଦରରୁ ମାଲ୍ ବୋଝେଇ କଲା ସର୍ବବୃହତ୍‌ ଜାହାଜ

ଜଗତସିଂହପୁର: ପାରାଦୀପ ବନ୍ଦରରୁ ଆଜି ଗୋଟିଏ ଜାହାଜରେ ୧,୪୯,୬୫୧ ମେଟ୍ରିକ୍ ଟନ୍ ପଣ୍ୟ ବୋଝେଇ ହେବା ଘଟଣା ରେକର୍ଡ କରିଛି। ଏ ପର୍ଯ୍ୟନ୍ତ ବନ୍ଦରରୁ ମାଲ ପରିବହନ କ୍ଷେତ୍ରରେ ଏହା ସର୍ବବୃହତ ଜାହାଜ ବୋଲି କୁହାଯାଉଛି। କୋଷ୍ଟାଲ ସିପିଂ ନାମକ ଏକ କମ୍ପାନି ଆଜି ‘ଏମ୍‌ଭି ଆରବେଲା’ ଜାହାଜରେ ଏତେ ପରିମାଣର ମାଲ ବୋଝେଇ କରିଛି। ପୂର୍ବରୁ ‘ଏମଭି ସାଇନୋ ଗାର୍ଡିଆନ୍’ ଜାହାଜରେ ୧,୪୮,୫୦୦ ମେଟ୍ରିକ୍ ଟନ୍ ପଣ୍ୟ ବୋଝେଇ ହେବାର ରେକର୍ଡ ଥିଲା। ପାରାଦୀପ ବନ୍ଦରର ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe